ପୁଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଲୋକଙ୍କ ନିକଟତର ହୋଇ କାର୍ଯ୍ୟକର

Be accessible to people: CM to police officers

 Published : ଓଡିଶାବାଇଟ୍ସ

/  

19-Jan-2019  

ଲୋକମାନଙ୍କ ସହିତ ସୁ ସମ୍ପର୍କ ରଖି ସମସ୍ୟା ପ୍ରତି ଗୁରୁତ୍ବ ଦେବା ସହିତ ସେମାନଙ୍କ ଆଶା ଓ ଆକାଂଖ୍ୟା ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁଲିସ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ପୁଲିସ ଭବନରେ ଅନୁଷ୍ଠିତ ୬୧ ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ପୁଲିସ ଅଧିକାରୀ ମାନେ ରାଜ୍ୟ ପୁଲିସ ବାହିନୀ ପାଇଁ ଦୃଷ୍ଟାନ୍ତ ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକକାଇଁନୀରେ ଉଦାହରଣ ମୂଳକ ନେତୃତ୍ବବସରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀମୂଳକ ନେତୃତ୍ବ ସୃଷ୍ଟି କରନ୍ତୁ।

Other News