Published : ଟାଇମ୍ସ ଅଫ ଇଣ୍ଡିଆ
26-May-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାସ୍ତରରେ ବିକାଶ ମୂଳକ କାର୍ଯ୍ୟର ସୁପରିଚାଳନା ପାଇଁ ୧୭ ଟି ଜିଲ୍ଲାର ଯୋଜନା କମିଟି ମୁଖ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣ ମନ୍ତ୍ରୀ ଓ ୭ ଜଣ ବିଧାୟକଙ୍କୁ ନିଯୁକ୍ତି ଦେଇଛନ୍ତି।