ସରକାରଙ୍କ ଯୋଜନା, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବ୍ଲକ ସ୍ତରରେ ଅନୁଷ୍ଡିତ ହେବ।

Govts people-connect drive extended to blocks

 Published : ଟାଇମ୍ସ ଅଫ ଇଣ୍ଡିଆ

/  

09-May-2018  

ରାଜ୍ୟ ସରକାର ଅପ୍ରେଲ ୨୦୧୯  ସାଧାରଣ ନିର୍ବାଚନ ପୂର୍ବରୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ବ୍ଲକ ସ୍ତରକୁ ନେବା ପାଇଁ ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୫ ତାରିଖ ପଞ୍ଚାୟତ ଦିବସରୁ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଏ ମଧ୍ୟରେ ୫୦ତମ ପଞ୍ଚାୟତ ପର୍ଯ୍ୟନ୍ତ ପଞ୍ଚାୟତ ସୁଦ୍ଧା ଭିତ୍ତିଭୂମିର ବିକାଶ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

Other News