ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଗ୍ରୀଷ୍ମ ପ୍ରବାହ ଯୋଗୁ ଅଭିଯୋଗ ପ୍ରକୋଷ୍ଠ ସାମୟିକ ବନ୍ଦ ରହିବ

Chief Minister orders closure of grievance cells

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅପ୍ରିଲ ୨୪ ତାରିଖରୁ ସାମୟିକ ଭାବେ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଧ ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି l  ସେହିପରି ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ଏସ ପି ମାନେ ସେମାନଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସାମୟିକ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକମାନେ ଅଭିଯୋଗ ପ୍ରକୋଷ୍ଠକୁ ଆସିବାପାଇଁ ବାରଣ କରାଯାଇଛି l

Other News