ମହିଳା କଂଗ୍ରେସ ସଭାନେତ୍ରୀ କଂଗ୍ରେସ ଛାଡି ଦଳରେ ଯୋଗଦେଲେ

Mahila Congress president resigned and joined the Party

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଉ ମାତ୍ର ଦୁଇଦିନ ରହିଥିବା ବେଳେ, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳ ଛାଡି ଦଳ(ବିଜେଡି)ରେ ଯୋଗ ଦେଇଛନ୍ତି। ଏହା ଫଳରେ କଂଗ୍ରେସ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। କଂଗ୍ରେସ ଦଳରେ ମହିଳା ମାନଙ୍କୁ ନିର୍ବାଚନ ଲଢିବା ପାଇଁ ଆବଶ୍ୟକୀୟ ସୁଯୋଗ ଦିଆ ନଯିବାର ପ୍ରତିବାଦରେ ସେ ଅସନ୍ତୁଷ୍ଟ ରହି ଦଳରେ ପ୍ରତିବାଦ କରିଥିଲେ। ଶେଷରେ ସେ କଂଗ୍ରେସ ଦଳ ଛାଡି  ଦଳ (ବିଜେଡି)ରେ ଯୋଗଦେଲେ।

Other News