ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିକରି ବିଜେଡି ପକ୍ଷରୁ ଜାନୁୟାରୀ ୮ ରେ ଦିଲ୍ଲୀରେ ଅନୁଷ୍ଠିତ ହେବ ମହା କୃଷକ ସମାବେଶ

BJD to hold mega rally in Delhi on Jan 8 to press Centre for raising paddy MSP

 Published : ବିଜିନେସ୍ ଲାଇନ

/  

05-Jan-2019  

ଧାନର ସର୍ବନିମ୍ନ  ସହାୟକ ମୂଲ୍ୟ ବୃଦ୍ଧି କରିବାରେ ବିଜେପି ନେତୃତ୍ବରେ ଚାଲିଥିବା ଏନଡିଏ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଏହାର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ (ବିଜେଡି) ପକ୍ଷରୁ ଜାନୁଆରୀ ୮  ତାରିଖରେ ଦିଲ୍ଲୀରେ ଏକ ବଡ ଧରଣର କୃଷକ ସମାବେଶ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଦଳପକ୍ଷରୁ ଘୋଷଣା କରାଯାଇଛି।

Other News