ମହାନଦୀ ପ୍ରସଙ୍ଗ : ଟ୍ରିବ୍ୟୁନାଲ ଗଠନ ଲାଗି ମୁଖ୍ୟମନ୍ତ୍ରୀ ପୁନର୍ବାର ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

Mahanadi row: CM again wrote to PM to set up tribunal

 Published : ଇଣ୍ଡିଆନ୍ ଏକ୍ସପ୍ରେସ

/  

13-Dec-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପତ୍ର ଲେଖି ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ଦବୀ ଜଣାଇଛନ୍ତି। ଟ୍ରିବ୍ୟୁନାଲ ଗଠନଲାଗି ଗତ ନଭେମ୍ବର ମାସରୁ ପ୍ରଧାନ ମନ୍ତ୍ରୀଙ୍କୁ ଲେଖାଯାଉଥିବା ଚିଠି କ୍ଷେତ୍ରରେ ଏହା ହେଉଛି ତୃତୀୟ । ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ତାର ମତ ବଦଳାଉଥିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଚିଠିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Other News