Published : ଓଡ଼ିଶା ସନ୍ ଟାଇମ୍ସ
15-Jan-2019
ବିଧାନ ସଭାର ମଧ୍ୟବର୍ତ୍ତୀ କାଳୀନ ବଜେଟ ଅଧିବେଶନ ଆସନ୍ତା ଫେବୃଆରୀ ୪ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେସନ କାଳରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।