ଖୁବଶିଘ୍ର ଘୋଷଣା ହେବ ଓଡିଶା ଜୈବିକ କୃଷିନୀତି

Odisha organic farming policy  soon :CM

 Published : ପାଏନିଅର

/  

07-Aug-2017  

ଜୈବିକ ସାର ବ୍ୟବହାର କରି କୃଷି ଉତ୍ପାଦନକୁ ବୃଦ୍ଧି କରିବା ଓ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବଜାର ଚାହିଦାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଆସନ୍ତା ଦୁଇ ମାସ ମଧ୍ୟରେ ଓଡିଶା ଜୈବିକ କୃଷିନୀତି ପ୍ରଣୟନ କରବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷକତାରେ ଅନୁଷ୍ଠିତ କୃଷି କ୍ୟବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Other News