ନୂତନ ଓଡ଼ିଶା ଗଠନ ପାଇଁ ବିପୁଳ ସମର୍ଥନ ମିଳିଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ସଭାପତି

President expresses gratitude; calls for formation of new Odisha

 Published : ଓଡ଼ିଶା ସନ୍ ଟାଇମ୍ସ

/  

25-May-2019  

ନୂତନ ଓଡ଼ିଶା ଗଠନ କ୍ଷେତ୍ରରେ ନିର୍ବାଚନରେ ଦଳକୁ ପୁଣି ଥରେ ବିପୁଳ ସମର୍ଥନ ମିଳିଥିବାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି। ଟ୍ବିଟର ମାଧ୍ୟମରେ ରାଜ୍ୟବୀସୀଙ୍କ ଉଦେଶ୍ୟରେ ସଭାପତି ଲେଖିଛନ୍ତି “ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଆପଣମାନେ ମୋତେ ପୁଣିଥରେ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଆସନ୍ତୁ, ଆମେ ସମସ୍ତେ ଏକାଠି ନୂଆ ଓଡ଼ିଶା ପାଇଁ କାମ କରିବା” #ବନ୍ଦେ ଉତ୍କଳ ଜନନୀ।

Other News