ରାଜ୍ୟ ସରକାର ଆଇସିଡିଏସକୁ ଅଧିକ କ୍ରୀୟାଶୀଳ କରିବା ପାଇଁ ୧୦୮ ଟି ଅତିରିକ୍ତ ପଦବୀ ସୃଷ୍ଟିକଲେ

Odisha govt created 108 additional posts to boost ICDS

 Published : ଓଡ଼ିଶା ସନ୍ ଟାଇମ୍ସ

/  

16-Jan-2019  

ରାଜ୍ୟରେ ସମନ୍ବୀତ ଶିଶୁ ବିକାଶ ଯୋଜନା (ଆଇସିଡିଏସ) କୁ ଅଧିକ କ୍ରୀୟାଶୀଳ କରିବା ପାଇଁ  ରାଜ୍ୟ ସରକାର ଏହି ବିଭାଗରେ ଅତିରିକ୍ତ ୧୦୮ ଟି ଅତିରିକ୍ତ ପଦବୀ ସୃଷ୍ଟି ନେଇ ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୬ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କର ସ୍ବାସ୍ଥ୍ୟସେବା,ପୁଷ୍ଟିକର ଖାଦ୍ୟ ଓ ଶିକ୍ଷା ବ୍ୟବସ୍ଥା ସମେତ ସମସ୍ତ ପ୍ରକାର ବିକାଶ ପ୍ରତି ଅଧିକ ଧ୍ୟାନ ଦିଆଯାଇ ପାରିବ।

Other News