ତିତିଲି ପାଇଁ ମୁଖ୍ୟମନ୍ତ୍ରୀ ପାଳିବେନି ଜନ୍ମଦିନ

CM wont celebrate birthday

 Published : ପାଏନିୟର

/  

15-Oct-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତିତିଲି ଓ ପରେ ବନ୍ୟା ରେ ହୋଇଥିବା କ୍ଷୟକ୍ଷତି ଏବଂ ବିପନ୍ନଙ୍କ ଦୁଃଖରେ ମିୟମାଣ ହୋଇ ତାଙ୍କର ଆସନ୍ତା କାଲି ହେବାକୁଥିବା ୭୩ ତମ ଜନ୍ମ ଦିବସକୁ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Other News