Published : ଟାଇମ୍ସ ଅଫ ଇଣ୍ଡିଆ
/09-Oct-2017
ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଜାତୀୟ ଦଳ ଗୁଡିକ ଓଡିଶାର ସ୍ବାର୍ଥ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ରାଜଧାନୀର ସାଲିଆ ସାହି ବସ୍ତିରେ ଅୟୋଜିତ ଜନ ସମ୍ପର୍କ ପଦଯାତ୍ରାରେ କୌଣସି ଦଳର ନାମ ନନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଜାତୀୟ ଦଳ ଗୁଡିକ ନିଜ ଦଳର ସ୍ବାର୍ଥରକ୍ଷା ପାଇଁ କାର୍ଯ୍ୟ କରିବା ସହିତ ଦେଶର ସଙ୍ଗୀୟ ବ୍ୟବସ୍ଥାକୁ ନଷ୍ଟକରି ଚାଲିଛନ୍ତି।