ମୁଖ୍ୟମନ୍ତ୍ରୀ ନୂଆପଡାରେ ୨୩୭ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କଲେ

CM inaugurated projects worth Rs 237 crore in Nuapada

 Published : ଓଡ଼ିଶାସନ୍ ଟାଇମ୍ସ

/  

25-Feb-2019  

ନୂଆପଡା ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୋଟ୨୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରକଳ୍ପ ଗୁଡିକୁ କରିଛନ୍ତି। ଏହି ଗସ୍ତ କାଳରେ ଜିଲ୍ଲାର ଚାଷୀ ମାନଙ୍କୁ କାଳିଆ ଯୋଜନାର ସହାୟତା ଅର୍ଥ ମଧ୍ୟ ବଣ୍ଟନ କରିଛନ୍ତି।

Other News