ଷ୍ଟାର୍ଟଅଫ ହବ୍ ପ୍ରତିଷ୍ଠା ପାଇଁ ଓଡିଶା ସରକାର ହାଇଦ୍ରାବାଦ ମଡେଲକୁ ଆପଣାଇ ପାରନ୍ତି

Hyderabad model for Odisha startup hub likely

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

13-Jan-2017  

ଓଡିଶା ସରକାର ଷ୍ଟାର୍ଟଅଫ ହବ୍ ପ୍ରତିଷ୍ଠା କରିବା ପାଇଁ ଯୋଜନା କରୁଛନ୍ତି। ରାଜ୍ୟରେ ଯୁବ ଶିଳ୍ପୋଦ୍ୟୋଗୀ ମାନଙ୍କୁ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ସରକାରଙ୍କ ଲକ୍ଷ୍ୟ । ପ୍ରସ୍ତାବିତ କେନ୍ଦ୍ରଟି ହାଇଦ୍ରାବାଦର ଟି-ହବଭଳି କରାଯିବାର ଲକ୍ଷ୍ୟ ରଖାଯାଇଛି,ଯାହାକି ଦେଶର ସର୍ବ ବୃହତ ଷ୍ଟାର୍ଟ ଅଫ ପାଇଁ ଇନକ୍ୟୁବେଟର ଭାବେ ପରିଚିତ । ସେହିଭଳି କେନ୍ଦ୍ରଟି ରାଜ୍ୟରେ ପ୍ରତିଷ୍ଠା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।  

Other News