ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ପାଇଁ ଦାଖଲ କଲେ ନାମାଙ୍କନ ପତ୍ର

CM filed nomination for Bijepur assembly seat

 Published : ଓଡ଼ିଶାବାଇଟ୍

/  

25-Mar-2019  

ମୁଖ୍ୟମନ୍ତ୍ରୀ ତଥା ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୂଚନଯୋଗ୍ୟ ଯେ ମାର୍ଚ୍ଚ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।  ହିଞ୍ଜିଳି ଓ ବିଜେପୁର ଆସନ ପାଇଁ ଅପ୍ରେଲ ୧୮ ତାରିଖରେ ନିର୍ବାଚନ ହେବ।

Other News