Published : ପାଏନିୟର
/27-Jun-2017
ଭୁବନେଶ୍ବରରେ ଜୁଲାଇ ୫ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ୨୨ ତମ ଏସିଆନ୍ ଆଥେଲିଟିକ୍ସ ଚମ୍ପିଆନସିପ୍ସ ଓଡିଶା ପାଇଁ ଏକ ଗୌରବ ଜନକ ବିଷୟ। ତେଣୁ ଏହାକୁ ସଫଳ କରିବା ଦିଗରେ ପ୍ରତ୍ୟେକ ନାଗରିକ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜୁନ ୨୫ ତାରିଖରେ ଅନୁଷ୍ଠିତ ପଥ ଉତ୍ସବରେ ପ୍ରଥମଥର ପାଇଁ ଯୋଗ ଦେଇ ଅହ୍ବାନ ଦେଇଥିଲେ।