ଓଡିଶାରେ ଆରମ୍ଭ ହେଲା “ଖୁସି” : ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା ସାନିଟାରୀ “ନାପକିନ୍”

Odisha launched ‘Khushi’ to provide free sanitary napkins to girl students

 Published : ଓଟିଭି

/  

26-Feb-2018  

ରାଜ୍ୟରେ ସ୍କଲ ଛାତ୍ରୀ ମାନଙ୍କୁ ମାଗଣା ସାନିଟାରୀ “ନାପକିନ୍” ଦେବାପାଇଁ ରାଜ୍ୟ ସରକାର ଆରମ୍ଭ କଲେ “ଖୁସି” ଯୋଜନା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରି କହିଛନ୍ତି ଷଷ୍ଠ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀ ମାନଙ୍କୁ ମିଳିବ ମାଗଣା ସାନିଟାର ନାପକିନ୍ ।  ଏହି ଯୋଜନାରେ ରାଜ୍ୟରେ ୧୭ ଲକ୍ଷ ଛାତ୍ରୀ ଉପକତ ହେବେ।

Other News