Published : ଦି ନ୍ୟୁଜରୁମ
/26-Mar-2020
ମାରାତ୍ମକ କରୋନାଭାଇରସ୍ ସହିତ ମୁକାବିଲା କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ପୁଣିଥରେ ଲୋକଙ୍କୁ ଘରୁ ବାହାରକୁ ନଆସିବାକୁ ନିବେଦନ କରିଛନ୍ତି।
‘ମୋ ଜୀବନ’ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ପିତାମାତା ଏବଂ ପିଲାମାନଙ୍କ ନାମରେ ଶପଥ କରି କରୋନା ମହାମାରୀକୁ ଘରେ ପଶିବାକୁ ନଦେବାକୁ ଶପଥ କରିବାକୁ କହିଛନ୍ତି।