ବିଶ୍ବ ପୁଞିନିବେଶକାରୀ ମାନଙ୍କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

Chief Minister woos global investors

 Published : ଦି ଟାଇମସ୍ ଅଫ ଇଣ୍ଡିଆ

/  

21-Oct-2016  

ଓଡିଶାରେ ପୁଞ୍ଜି ନିବେଶ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୮ ଟି ଦେଶର ପୁଞ୍ଜିନିବେଶ କାରୀ ମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ରାଷ୍ଟ୍ରଦୂତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେଯେ,ପୁଞ୍ଜିନିବେଶ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟଭାବେ ପରିଗଣିତ  ହେଉଛି। ଓଡିଶା, ଭାରତର ପୂର୍ବଞ୍ଚଳରେ ପ୍ରମୁଖ ମାନୁଫାକ୍ଚରିଙ୍ଗ ହବର ଭୂମିକା ଗ୍ରହଣ କରିବା ସହିତ ଦେଶର ଦୃତ ବିକାଶମୁଖୀ ରାଜ୍ୟ ପରିଗଣିତ ହେଇଛି। ଆସନ୍ତା ନଭେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବାକୁଥିବା ମେକ୍ ଇନ୍ ଓଡିଶା କନ୍ କ୍ଲେଭରେ ପାଶ୍ଚତ ରାଷ୍ଟ୍ରର ବ୍ୟବସାୟିକ ପ୍ରତିନିଧି ଓ ପୁଞି ନିବେଶକାରୀ ମାନେ ଯୋଗଦେବାପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି।

Other News