ଅସାଧାରଣ ସଫଳତା ସହ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ସରକାରଙ୍କ ୪ ବର୍ଷ ପୂର୍ତ୍ତି

Naveen Patnaik-led Odisha government completed four years of extraordinary success

“ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ”, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଉକ୍ତି କେବଳ ସ୍ଲୋଗାନ ନୁହେଁ ଏହାକୁ ଦୀର୍ଘ ୧୮ ବର୍ଷ କାଳ ରାଜ୍ୟ ଶାସନରେ ଥାଇ ସେ କାମରେ କରି ଦେଖାଇଛନ୍ତି। ଶସ୍ତା ଚାଉଳ ଯୋଜନା, ପ୍ରଥମେ କେଜି ପ୍ରତି ୨ ଟଙ୍କା ଏବଂ ପରେ ଏକ ଟଙ୍କାରେ ଯୋଗାଇ ଦେଇ ୬୦ ଲକ୍ଷ ପରିବାର ମୁଁହରେ ହସ ଫୁଟାଇଛନ୍ତି। ଏହି କଥାକୁ ନେଇ ଦେଶ ସାରା ଚର୍ଚ୍ଚା ହେବା ସହିତ ଅନ୍ୟ କେତେକ ମୁଖ୍ୟମନ୍ତ୍ରୀ ସେମାନଙ୍କ ରାଜ୍ୟରେ ଏହି ବ୍ୟବସ୍ଥାକୁ ଆପଣାଇଛନ୍ତି।“ କେହି ଭୋକରେ ରହିବେ ନାହିଁ” ବିଜେଡି ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପ୍ରକୁତରେ ସତ୍ୟରେ ପରିଣତ ହୋଇଛି।

Other News