ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ବରଗଡ ଜିଲ୍ଲା ପାଇଁ ହେବ ଗଙ୍ଗାଧର ମେହର ଲିଫ୍ଟ କେନାଲ ସିଷ୍ଟମ

CM announces Gangadhar Meher Lift Canal System for Bargarh district

 Published : ଓଟିଭି

/  

16-Oct-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଳାର ଚାଷୀ ମାନଙ୍କ ଆବଶ୍ୟକତାକୁଚାହିଁ ପ୍ରସିଦ୍ଧ କବି ଗଙ୍ଗାଧର ମେହରଙ୍କ ନାମରେ ବୃହତ ଲିଫ୍ଟ କେନାଲ ସିଷ୍ଟମର ଘୋଷଣା କରିଛନ୍ତି।  ୧୨୫୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପରେ ବରଗଡ ମୁଖ୍ୟ କେନାଲରୁ ପମ୍ପ ଦ୍ବାରା ପାଣି ଉଠାଯାଇ ଭୂତଳ ପାଇପ୍ ମାଧ୍ୟମରେ ବରଗଡ ଜିଲ୍ଲାର ୩୨୦୦୦ ହେକ୍ଯର ଜମିକୁ ଜଳସେଚନ କରାଯାଇପାରିବ।

 

Other News