ଓଡ଼ିଶା ସରକାରଙ୍କ ଘୋଷଣା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟ ମାନଙ୍କୁ ମିଳିବ ମାଗଣା ସ୍ମାର୍ଟ ଫୋନ

Odisha Govt announced free smartphones for all women SHGs

 Published : ଓଡିଶା ସନ୍ ଟାଇମ୍ସ

/  

14-Nov-2018  

ମହିଳା ମାନଙ୍କୁ ଡିଜିଟାଲି ସଶକ୍ତ କରାଇବା ପାଇଁ ମିଶନ ଶକ୍ତି ଅଧିନରେ କାର୍ଯ୍ୟକରୁଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୬ ଲକ୍ଷ ସଦସ୍ୟ ମାନଙ୍କୁ ରାଜ୍ୟସରକାର ମାଗଣା ସ୍ମାର୍ଟଫୋନ ଦେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

Other News