ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି କ୍ଷେତ୍ରରେ ୧୯୯୯ ଠାରୁ ଓଡିଶା ଏକ ମଡେଲ ରାଜ୍ୟ

Odisha model state in disaster preparedness since 1999 super cyclone

 Published : ଓଡିଶା ସନ୍ ଟାଇମ୍ସ

/  

30-Oct-2017  

ପ୍ରାକୃତିକ  ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ବିଶ୍ବସ୍ତରରେ ୧୯୯୯ ମସିହା ଠାରୁ ଓଡିଶା ଏକ ମଡେଲ ରାଜ୍ୟରେ ପରିଣତ ହୋଇ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରବିନ୍ଦ୍ର ମଣ୍ଡପଠାରେ ମହାବାତ୍ୟାର ୧୮ ବର୍ଷ ପୂର୍ତ୍ତି ଅବସରରେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ମୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ୧୯୯୯ ମହାବାତ୍ୟାରେ ପୁରୁଷ, ମହିଳା, ଛୋଟ ଛୋଟ ପିଲା ଯେଉଁ ମାନେ ପ୍ରାଣ ହରାଇଛନ୍ତି, ଏହି ଅବସରରେ ସେମାନଙ୍କୁ ସ୍ମରଣ କରିବାର ସମୟ ଆସିଛି।

Other News