ଓଡିଶା ସରକାରଙ୍କର ନୂଆ ପରିକଳ୍ପନା, କେ ବି କେ ପାଇଁ ପ୍ରସ୍ତୁତ ହେବ ଭିତ୍ତିଭୂମି ବିକାଶ ଯୋଜନା

Odisha governments new scheme for Infrastructure growth in KBK

ଅବିଭକ୍ତ କେ ବି କେ ଜିଲ୍ଲାର ବିକାଶପାଇଁ ରାଜ୍ୟସରକାର ନୂତନ ଯୋଜନାର ପରିକଳ୍ପନା କରିଛନ୍ତି। ପୂର୍ବର ବିଜୁ କେ ବି କେ ଯୋଜନାରୁ ପୃଥକ କରି ଚଳିତ ଆର୍ଥିକ ବର୍ଷରୁ  କେବିକେ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ନୂତନ ଯୋଜନା ପ୍ରଣୟନ ପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି।  ସେହି ନିପତ୍ତି ଅନୁଯାୟୀ ୧୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ବିଜୁଳି,ସଡକ ଓ ପାନାୟ ଜଳ ଯୋଗାଣ ପ୍ରକଳ୍ପ ଗୁଡିକ ପ୍ରତି ପ୍ରାଥମିକତା ପ୍ରଦାନ କରାଯିବ।

Other News