ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବୀରେ ଦଳ ପକ୍ଷରୁ ଜୁଲାଇ ୧୦ରୁ ରାଜ୍ୟବ୍ୟାପି ଆନ୍ଦୋଳନ

Party to protests across State against paddy MSP from July 10

 Published : ଓଡିଶା ସନ୍ ଟାଇମ୍ସ

/  

24-Jun-2017  

କେନ୍ଦ୍ର ସରକାର ନିକଟରେ ୨୦୧୭-୧୮ ବର୍ଷ ପାଇଁ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟରେ ମାତ୍ର ୮୦ ଟଙ୍କା ବୃଦ୍ଧିର ପ୍ରତିବାଦରେ ଦଳ ପକ୍ଷରୁ ଜୁଲାଇ ୧୦ ତାରିଖରୁ ସପ୍ତାହ ବ୍ୟାପି ରାଜ୍ୟବ୍ୟାପି ଆନ୍ଦୋଳନ କରିବା ପାଇଁ ଘୋଷଣା କରିଛି।  ରାଜ୍ୟର ୩୧୪ ଟି ବ୍ଳକରେ କୃଷକ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଏହି ଆନ୍ଦୋଳନ କରାଯିବ।

Other News