ଓଡ଼ିଶା ସରକାର ମେଡିକାଲ କଲେଜର ଠିକା ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧିକଲେ

Odisha government hiked remuneration of contractual medical college teachers

 Published : ଓଡିଶା ସନ୍ ଟାଇମ୍ସ

/  

09-Jan-2018  

ସରକାରଙ୍କ ଦ୍ବରା ପରିଚାଳିତ ମେଡିକାଲ କଲେଜ ଗୁଡିକରେ ଠିକା ନିଯୁକ୍ତି ପାଇଥିବା ପ୍ରଫେସର, ଆସୋସିଏଟ ପ୍ରଫେସର, ଏବଂ ଆସିଷ୍ଟାଣ୍ଡ ପ୍ରଫେସର ମାନଙ୍କର ପାରିଶ୍ରମିକ ରାଜ୍ୟସରକାର ବୃଦ୍ଧି କରିଛନ୍ତି। ଏହି ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି

Other News