ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେଲା ରାରରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ

CM dedicated Rourkela-Sambalpur Biju Expressway

 Published : ଓଡିଶା ସନ୍ ଟାଇମ୍ସ

/  

12-Mar-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡାସ୍ଥିତ ପଞ୍ଚପଡା ହାଇସ୍କୁଲ ପଡିଆ ଠାରେ ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେକୁ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟବାସୀଙ୍କ ଉଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ୧୬୩ କିମି ଦୈଘ୍ୟ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ୧୨୦୦କୋଟି ଟଙ୍କା ବ୍ୟୟକରିଛନ୍ତି।

Other News