ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଭାରତ ରତ୍ନ ପାଇଁ ଯୋଗ୍ୟ ବ୍ୟକ୍ତି

Biju Patnaik Deserves Bharat Ratna, Odisha CM

 Published : ଓମକମ

/  

12-Apr-2017  

ପ୍ରବାଦ ପୁରୁଷ, ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ତଥା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକ ଭାରତର ସର୍ବ ଶ୍ରେଷ୍ଠ ବେସାମରୀକ ସମ୍ମାନ ଭାରତରତ୍ନ  ପାଇଁ ଯୋଗ୍ୟ ବ୍ୟକ୍ତି ଅଟନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦିଲ୍ଲୀ ଠାରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା କଲାବେଳ  ସେ କହିଥିଲେ ଯେ  ବିଜୁ ବାବୁଙ୍କୁ ଭାରତ ରତ୍ନ  ସମ୍ମାନ ପ୍ରଦାନ ପାଇଁ ଓଡିଶା ଦୀର୍ଘ ଦିନ ହେବ ଦାବି କରି ଆସୁଛି ।

Other News