ଇସ୍ପାତ ଉତ୍ପାଦନରେ ଓଡ଼ିଶା ଦେଶର ଏକ ପ୍ରମୁଖ ରାଜ୍ୟରେ ପରିଣତ ହୋଇଛି: ମୁଖ୍ୟମନ୍ତ୍ରୀ

Odisha has transformed into steel hub of India: CM

 Published : ଓଡ଼ିଶା ସନ୍ ଟାଇମ୍ସ

/  

12-Sep-2018  

ଇସ୍ପାତ କ୍ଷେତ୍ରରେ ଓଡ଼ିଶା ଦେଶର ମୋଟ ଉତ୍ପାଦନର ୨୫ ପ୍ରତିଶତ ଉତ୍ପାଦନ କରି କେନ୍ଦ୍ରବିନ୍ଦୁରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀଠାରେ ଅନୁଷ୍ଠିତ ପୁଞ୍ଜିବିନିବେଶ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Other News