ମୁଖ୍ୟମନ୍ତ୍ରୀ, ପୋଲାଭରମ୍ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଚନ୍ଦ୍ରବାବୁଙ୍କୁ ଲେଖିଲେ ଚିଠି

CM urges Chandrababu Naidu to stop construction of Polavaram project

 Published : ଟାଇମ୍ସ ଅଫ ଇଣ୍ଡିଆ

/  

11-Oct-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଚଠି ଲେଖି ପୋଲାଭରମ୍‌ ପ୍ରକଳ୍ପର ନିର୍ମାଣ କାମ ତୁରନ୍ତ ବନ୍ଦ କରିବାକୁ ଦାବି କରିଛନ୍ତି। ଚିଠିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ମାଲକାନଗିରି ଜିଲ୍ଲା ଉପରେ ପ୍ରକଳ୍ପର କି ପ୍ରଭାବ ପଡିବ ସେ ସମ୍ପର୍କରେ ଡିଜାଇନର ସଠିକ୍ ଆକଳନ କରାନଯାଇ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦୃତଗତିରେ କରାଯାଉଛି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ପ୍ରକଳ୍ପର ନିର୍ମାଣ ଗୋଦାବରୀ ଜଳ ବଣ୍ଟନ ଟ୍ରିବ୍ୟୁନାଲକୁ ନିର୍ଦେଶକୁ ଉଲ୍ଲଂଘନ କରୁଛି।

Other News