Published : ଓଡ଼ିଶା ସନ୍ ଟାଇମ୍ସ
08-Jan-2019
ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଶୁଭଖବର! ଓଡ଼ିଶାରେ ତୃତୀୟ ବିମାନ ବନ୍ଦର ପାଇଁ ରେଗୁଲେଟରୀ ମଞ୍ଜୁରି ମିଳିଛି। ତେବେ ଏହି ବିମାନ ବନ୍ଦରଟି ଓଡ଼ିଶାର ଶିଳ୍ପ ରାଜଧାନୀ କୁହାଯାଉଥିବା ରାଉରକେଲା ସହର ପାଇଁ ମିଳିଥିବା ଜଣାଯାଇଛି।