ଜନତାଙ୍କ ସେବାରେ ସୋସିଆଲ ମିଡିଆକୁ ବ୍ୟବହାର କର, ମୁଖ୍ୟମନ୍ତ୍ରୀ

Use social media for public service: CM

 Published : ଓଡିଶା ସନ୍ ଟାଇମ୍ସ

/  

25-Jul-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାରୀ ଅଧୀକାରୀ ମାନଙ୍କୁ କହିଛନ୍ତି, ସୋସିଆଲ ମିଡିଆରେ ସକ୍ରୀୟ ରୁହ ଏବଂ ସାଧାରଣ ନାଗରିକଙ୍କ ସେବାରେ ଏହାକୁ କିପରି ବ୍ୟବହାର କରିବ ସେ ବିଷୟରେ ଜାଣ।

Other News