ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

Biju Janata Dal plans big for foundation day

 Published : ଓଟିଭି

/  

25-Dec-2017  

ବିଜୁ ଜନତା ଦଳ (ବି ଜେ ଡି) ତାର ଦ୍ବାଦଶତମ ପ୍ରତିଷ୍ଠା ଦିବସକୁ ସଫଳ କରିବା ପାଇଁ ଆରମ୍ଭ କରିଥିବା ବ୍ୟାପକ ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ୨୬ ତାରିଖାରେ ପୁରୀର ତାଳବଣିଆ ଠାରେ ବିଜେଡି ତାର ଏହି ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରିବ।

Other News