ବିଜେପୁର ଉପନିର୍ବଚନରେ ରିତା ସାହୁଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

CM to campaign for Rita Sahu in Bijepur

 Published : ଓଟିଭି

/  

02-Oct-2017  

ପରଲୋକଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରିତା ସାହୁ ବିଜେପୁର ଉପନିର୍ବାଚନରେ ଦଳପକ୍ଷରୁ ପ୍ରର୍ଥୀ ହେବା ପ୍ରସଙ୍ଗକୁ ଦୋହରାଇବା ସହିତ ନିର୍ବାଚନ ପ୍ରଚାରରେ ନିଜେ ଜିବେ ବୋଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରୁ ଫେରିବା ପରେ ସୂଚନା ଦେଇଛନ୍ତି।

Other News