Published : ଓଟିଭି
/31-Aug-2017
ରାଜ୍ୟରେ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ରାଜ୍ୟରେ ଆଜି ଅନେକ ଗୁଡିଏ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ବାୟତ୍ତ ଶାସନ ଦିବସ ତଥା ବ୍ରହ୍ମପୁର ମହାନଗର ନିଗମ ପାଳନ କରୁଥିବା ୧୫୦ ତମ ବାର୍ଷିକୀ ଅବସରରେ ସେଠାରେ ଅନେକ ଗୁଡିଏ ଜନ କଲ୍ୟାଣକାରୀ ପ୍ରକଳ୍ପର ଶୁଭଉଦଘାଟନ କରିଛନ୍ତି।