ଦଳ ପକ୍ଷରୁ ଶୁଭାରମ୍ଭ ହେଲା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଇସ୍ତାହାର ପାଇଁ ଜନତାଙ୍କ ମତ ନିଆଯିବ

BJD launched Ghare Ghare Sankha to collect opinion for poll manifesto

 Published : ଓଡ଼ିଶା ସନ୍ ଟାଇମ୍ସ

/  

05-Mar-2019  

ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ ଥିବାବେଳେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଦିବସରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦଳର କର୍ମୀ ଓ ନେତାମାନେ ଲୋକଙ୍କ ଘରକୁ ଯାଇ ସେମାନଙ୍କ ମତାମତ ସଂଗ୍ରହ କରିବେ। ସେହି ତଥ୍ୟକୁ ଭିତ୍ତିକରି ଦଳର ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରାଯିବ। ଏହି କାର୍ଯ୍ୟକ୍ରମ ଜଟଣିର କଣ୍ଟିଲୋ ଠାରେ ଅନୁଷ୍ଠିତ ହୋଇଯାଇଛି।

Other News