Published : ଓଡ଼ିଶା ସନ୍ ଟାଇମ୍ସ
10-May-2019
ରାଜ୍ୟର ୧୪ ଟି ଜିଲ୍ଲାର ୮୮ ଟି ବ୍ଲକର ୧,୫୨୯୮୫ ହେକ୍ଟର ପରିମିତ ଅଞ୍ଚଳ ବାତ୍ୟା ଫନୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଂଜୟ କୁମାର ସିଂହ କହିଛନ୍ତି।