ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ

BJD support to BJPs President pick

 Published : ଟାଇମ୍ସ ଅଫ ଇଣ୍ଡିଆ

/  

20-Jun-2017  

ବଜୁ ଜନତା ଦଳ, ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ରମାନାଥ କୋବିନ୍ଦ ଙ୍କୁ ସମର୍ଥନ ଜଣାଇବ ବୋଲି  ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଫୋନ ଯୋଗେ ଆଲୋଚନା କରିବାପରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ପଟ୍ଟନାୟକ ଉପରୋକ୍ତ ନିଷ୍ପତ୍ତି ନେଇଥିଲେ। ରାଷ୍ଟ୍ରପତିଙ୍କ ଅଫିସକୁ ରାଜନୈତିକ ବାଛବିଚାରରୁ ଉର୍ଦ୍ଧରେ ରଖିବାକୁ ବିଜୁ ଜନତା ଦଳ ଚାହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Other News