ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ ଡିସିସିବି ଗୁଡିକୁ ବିମୁଦ୍ରୀକରଣ ଯୋଜନାରେ ନୋଟ ବଦଳାଇବାର ଅନୁମତି ମିଳୁ।

Naveen Patnaik urges PM Modi to allow DCCBs to exchange demonitised notes

ବିମୁଦ୍ରୀକରଣ ଯୋଜନା କାର୍ଯ୍ୟକାରୀ ହେବାପରେ ଗ୍ରାମାଞ୍ଚଳରେ, ବିଶେଷକରି ବ୍ୟାଙ୍କ ସେବା ଉପଲବ୍ଧନଥିବା ଅଞ୍ଚଳ ମାନଙ୍କରେ ବିଶେଷ ସମାସ୍ୟା ସୃଷ୍ଟି ହୋଇଛି। ସେହି ଦୃଷ୍ଟି କୋଣରୁ ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅନୁରୋଧକରି ଜଣାଇଛନ୍ତି ଯେ ଏହି କ୍ଷେତ୍ରରେ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କୁ ୫୦୦ ଓ ୧୦୦୦ଟଙ୍କିଆ ପୁରୁଣା ନୋଟ ବଦଳାଇବାପାଇଁ ଅନୁମତି ଦିଆଯାଉ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଭାରତୀୟ ରିର୍ଜଭ ବ୍ୟାଙ୍କର ୧୪ ନଭେମ୍ବର ଅଧିସୂଚନାରେ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଗୁଡିକରୁ ପୁରୁଣା ନୋଟ ବଦଳାଇବାର କ୍ଷମତା ପ୍ରତ୍ୟାହାର କରିନିଆଯାଇଥିବା ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

Other News