Published : ନିୟୁ ଇଣ୍ଡିଆନ ଏକ୍ସପ୍ରେସ
/16-Apr-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୃଷି ଓ ବୈଷୟକ ବିଶ୍ୱବିଦ୍ୟାଳୟ ଠାରେ କୃଷି ଶ୍ରମିକଙ୍କ ପାଇଁ ପ୍ରାକ ଜ୍ଞାନର ସ୍ଵୀକୃତି କାର୍ଯ୍ୟ କ୍ରମର ଶୁଭାରମ୍ଭ କରିଛନ୍ତି l କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କୁ ସ୍ଵୀକୃତି ଦେବା ଓ ରୋଜଗାର ଦେବା ଏହାର ମୁଖ୍ୟଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ l