Published : ଓଡିଶା ନିୟୁଜ ୩୬୦
01-Sep-2016
ଦ୍ରବ୍ୟ ଓ ସେବାକର(ଜିଏସଟି) ସମ୍ବିଧାନ ସଂଶୋଧନ ବିଲ୍ ଓଡିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶରେ ଅନୁମୋଦନ ଲାଭ କରିଛି। ଜିଏସଟି ବିଲକୁ ଅନୁମୋଦନ କରିବାରେ ଓଡିଶା ହୋଉଛି ଦେଶର ୧୬ ତମ ରାଜ୍ୟ।