ସମନ୍ବୀତ ସାଂସ୍କୃତି କେନ୍ଦ୍ର ପାଇଁ ଦିଲ୍ଲୀରେ ଜମି ଯୋଗାଅ, ମୁଖ୍ୟମନ୍ତ୍ରୀ

CM seeks land in New Delhi to set up integrated cultural centre

 Published : ଟାଇମ୍ସ ଅଫ ଇଣ୍ଡିଆ

/  

19-Jul-2017  

ସମନ୍ବୀତ ସାଂସ୍କୃତିକ କେନ୍ଦ୍ର ପାଇଁ ଦିଲ୍ଲୀରେ ଜମି ଯୋଗାଇ ଦେବାକୁ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ କେନ୍ଦ୍ର  ନଗର ଉନ୍ନୟନ ମନ୍ତ୍ରଣାଳୟରେ ଉଦ୍ୟମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଦିଲ୍ଲୀରେ ଥିବା ଓଡିଶା ନିବାସ କ୍ୟାଟିନ୍  ସାଧାରଣ ଜନତାଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଲେଖିଥିବା ଏକ ପତ୍ରର ଉତ୍ତରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ସ୍ଥାନ ଅଭାବରୁ  କ୍ୟାଟିନରେ କଟକଣା କରାଯାଇଛି  ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Other News