ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

CM started annual performance review of various departments

 Published : ଟାଇମ୍ସ ଅଫ ଇଣ୍ଡିଆ

/  

08-May-2018  

ରାଜ୍ୟ ସରକାର ମେ ୨୧ ତାରିଖରେ ଶାସନରେ ୪ବର୍ଷ ପୁରଣ କରୁଥିବାରୁ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା ସମ୍ପର୍କରେ ସମୀକ୍ଷା ମଙ୍ଗଳବାର ଦିନ ଆରମ୍ଭ କରିଛନ୍ତି। ଦଳ ପକ୍ଷରୁ ୨୦୧୪ ସାଧାରଣ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୃତି କେତେ ପୁରଣ କରିଛନ୍ତି ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଆଗ୍ରହୀ।

Other News