Language ଓଡିଆ

News

Air struck Odisha cabinet praised IAF

Air struck Odisha cabinet praised IAF
/  

27-Feb-2019  

ଭାରତୀୟ ବାୟୁ ସେନାର ସାହସିକତା ଏବଂ ଲାଇନ୍ ଅଫ କଣ୍ଟ୍ରୋଲ ଅତିକ୍ରମ କରି ପାକିସ୍ତାନ ଆତଙ୍କବାଦୀ ସଂଗଠନ ଶିବିର ଉପରେ କରାଯାଇଥିବା ଆକ୍ରମଣକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପ୍ରଶଂସା କରାଯିବା ସହିତ ଏକ ସଂକଳ୍ପ ପାରିତ ହୋଇଛି ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି।

Other News