ମୁଖ୍ୟମନ୍ତ୍ରୀ ଦେଲେ ଶୁଭ: ହବିଷ୍ୟାଳୀଙ୍କ ପାଇଁ ନିର୍ମିତ ହେବ ୭ ମହଲା କୋଠା

CM laid foundation stone for permanent buildings for habishyalis

 Published : ଟାଇମ୍ସ ଅଫ ଇଣ୍ଡିଆ

/  

07-Oct-2017  

ପବିତ୍ର କାର୍ତ୍ତିକ ବ୍ରତ ପାଳନ କରିବାକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପୁରୀ ଯାଉଥିବା ହବିଷ୍ୟାଳୀ ମାନଙ୍କ ରହିବା ପାଇଁ ୭ ମହଲା ବିଶିଷ୍ଟ ଏକ ନୂତନ କୋଠାଘର ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓକନଫରେସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୁରୀର ନରେନ୍ଦ୍ର କୋଣଠାରେ ନିର୍ମିତ ହେବାକୁଥିବା ଏହି କୋଠାରେ ୩୯ କୋଟି ଟଙ୍କା ଖର୍ଚ୍ଚହେବ ଏବଂ ଏଥିରେ ଏକ ସମୟରେ ୨୦୦୦ ହବିଷ୍ୟାଳୀ ରହିପାରିବେ।

Other News