ପୂର୍ବତନ କଂଗ୍ରେସ ବିଧାୟକ, ସମର୍ଥକ ମାନଙ୍କ ସହ ବିଜେଡି ରେ ଯୋଗଦେଲେ

Former Congress MLA Sudhir Samal joins BJD

 Published : ଟାଇମ୍ସ ଅଫ ଇଣ୍ଡିଆ

/  

01-May-2017  

ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉପସ୍ଥତିରେ ନବୀନ ନିବାସ ଠାରେ ରବିବାରଦିନ ପୂର୍ବତନ କଂଗ୍ରେସ ବିଧାୟକ ସୁଧୀର ସାମଲ ତାଙ୍କ ସମର୍ଥକ ଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି।

Other News