Published : ଟାଇମ୍ସ ଅଫ ଇଣ୍ଡିଆ
/30-Oct-2017
ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପରବର୍ତ୍ତୀ ବିଧାନସଭା ନିର୍ବଚନରେ ଅନ୍ୟ ଦଳ ସହ ମେଣ୍ଟ ପ୍ରସଙ୍ଗକୁ ଅଗ୍ରାହ୍ୟ କରିଦେଇଛନ୍ତି। ସେ କହିଛନ୍ତି ବିଜୁ ଜନତା ଦଳ ନିଜ ଶକ୍ତିରେ ନିର୍ବାଚନ ଜିତିବା ପାଇଁ ବେଶ୍ ସକ୍ଷମ।