ଓଡିଆ ଭାଷାର ପ୍ରସାର ଓ ସମୃଦ୍ଧି ପାଇଁ କ୍ୟାବିନେଟର ଅନେକ ଗୁଡିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

Odisha cabinet nod to Odia language promotion and more.

 Published : ଓଡିଶା ସନ୍ ଟାଇମ୍ସ

/  

26-Dec-2017  

ଓଡିଆ ଭାଷାର ପ୍ରସାର ଓ ସମୃଦ୍ଧି ପାଇଁ କ୍ୟାବିନେଟ ଅନେକ ଗୁଡିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ରାଜ୍ୟ ସଚିବାଳୟ ବାହାରେ ଏବଂ ପ୍ରଥମଥର ପାଇଁ ପୁରୀ ସର୍କିଟ ହାଉସଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସଂସ୍କୃତି ବିଭାଗକୁ , ପର୍ଯ୍ୟଟନ ଓ ସଂସ୍କୃତି ବିଭାଗରୁ ପୃଥକ କରାଯାଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନାମରେ ନୂତନ ବିଭାଗ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Other News