ମହାନଦୀ ମିଶନରେ ଆଉ ୪ ନଦୀ ସାମିଲ

Four More Rivers Included in Green Mahanadi Mission

 Published : ଦି ନ୍ୟୁଜ ରୁମ

/  

18-Feb-2020  

ମହାନଦୀ ମିଶନରେ ଆଉ ୪ ନଦୀକୁ ସାମିଲ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନଦୀ ଗୁଡିକ ହେଉଛି ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବାଂଶଧାରା। 

Other News